Jump to content

କୃତପୁଣ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତପୁଣ୍ୟ
ଉଚ୍ଚାରଣ: Kṛutapuṇya
(କୃତପୁଣ୍ୟା—ସ୍ତ୍ରୀ)

ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ପୁଣ୍ୟ) —

ପୁଣ୍ୟବାନ — One who has accomplished and performed virtuous or meritorious acts.