କୃତପ୍ରତିଜ୍ଞ
ଦେଖଣା
କୃତପ୍ରତିଜ୍ଞ —
ଉଚ୍ଚାରଣ: Kṛutapratijn̄a
(କୃତପ୍ରତିଜ୍ଞା—ସ୍ତ୍ରୀ)
ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ପ୍ରତିଜ୍ଞା) —
୧: କୃତନିଶ୍ଚୟ — ୧. Determined.
୨: ଯେ ଆପଣାର ପ୍ରତିଜ୍ଞା ପାଳନ କରିଅଛି — ୨. One who has carried out his promise or resolve.