Jump to content

କୃତବର୍ମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତବର୍ମା
ଉଚ୍ଚାରଣ: Kṛutabarmā

ସଂ. ବି. (ନାମ) (କୃତ+ ବର୍ମନ୍; ୧: ମା. ୧: ବ.) —

କୌରବ— ପକ୍ଷୀୟ ବୀର —One of the surviving warriors in the Kurukshetra war.

[ଦ୍ର—ମହାଭାରତ ଯୁଦ୍ଧରେ କୃତବର୍ମା, କୃପ ଓ ଅଶ୍ବତ୍ଥାମା ଏହି ତିନି ଜଣ ହତ ହୋଇ ନ ଥିଲେ ପରେ ସାତ୍ୟକୀ ଏହାଙ୍କୁ ହତ୍ୟା କରିଥିଲେ]