କୃତବିଦ୍ଯ
ଦେଖଣା
କୃତବିଦ୍ୟ —
ଉଚ୍ଚାରଣ: Kṛutabidya
(କୃତବିଦ୍ୟା—ସ୍ତ୍ରୀ)
ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ବିଦ୍ୟା) —
୧: ବିଦ୍ବାନ୍ —୧. Learned; educated accomplished.
୨: ଯେ ଶିକ୍ଷା ସମାପ୍ତ କରିଅଛି —୨. One who has accomplished his studentship or completed his course of study.