Jump to content

କୃତବୀର୍ଯ୍ୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତବୀର୍ୟ୍ୟ
ଉଚ୍ଚାରଣ: Kṛutabīrj̄ya

ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ବୀର୍ୟ୍ୟ) —

ବଳୁଆ — Strong.

ସଂ. ବି. (ନାମ)—ପୁଂ —

ସହସ୍ରାର୍ଜନ ବା କାର୍ତ୍ତବୀର୍ୟ୍ୟାର୍ଜୁନଙ୍କ ପିତା — Father of Sahasrārjuna.