କୃତବୁଦ୍ଧି
ଦେଖଣା
କୃତବୁଦ୍ଧି —
ଉଚ୍ଚାରଣ: Kṛutabuddhi
ସଂ. ବିଣ. (ବହୁବ୍ରୀହି; କୃତ+ବୁଦ୍ଧି) —
୧: କର୍ତ୍ତ୍ୟବ୍ୟ କରିବା ନିମନ୍ତେ ସ୍ଥିରପ୍ରତିଜ୍ଞା —୧. Perservering in the discharge of his duties; one who is possessed of decision; unwavering.
୨: ବିଦ୍ବାନ; ଶିକ୍ଷିତ —୨. Learned; educated.
୩: ବିଜ୍ଞ —୩. Wise.