Jump to content

କୃତବେତନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତବେତନ
ଉଚ୍ଚାରଣ: Kṛutabetana
(କୃତବେତନା—ସ୍ତ୍ରୀ)

ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ବେତନ) —

ଯେଉଁ ଭୃତ୍ୟକୁ ଦରମା ବା ମୂଲରେ ରଖା ଯାଇଅଛି; ଦରମାଖିଆ (ଚାକର) —Hired or paid (servant).