କୃତଲକ୍ଷଣ
ଦେଖଣା
କୃତଲକ୍ଷଣ —
ଉଚ୍ଚାରଣ: Kṛutalakshaṇa
(କୃତଲକ୍ଷଣା—ସ୍ତ୍ରୀ)
ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ଲକ୍ଷଣ) —
୧: ନିଜକୃତ କାର୍ୟ୍ୟଦ୍ବାରା ବିଖ୍ୟାତ —୧. Known or celebrated foor one's good qualities or achievements.
୨: ଚିହ୍ନ ବା ଦାଗ ଦିଆଯାଇଥିବା — ୨. Marked; branded.
୩: ଉତ୍କୃଷ୍ଟ —୩. Excellent.