Jump to content

କୃତଶିଳ୍ପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତଶିଳ୍ପ
ଉଚ୍ଚାରଣ: Kṛutaṡiḻpa

ସଂ. ବିଣ. ପୁଂ (ବହୁବ୍ରିହି; କୃତ+ ଶିଳ୍ପ) —

ଶିଳ୍ପାକାର୍ୟ୍ୟରେ ସିଦ୍ଧହସ୍ତ —Skilled in art.