Jump to content

କୃତଶୋଭ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତଶୋଭ
ଉଚ୍ଚାରଣ: Kṛutaṡobha

ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ଶୋଭା) —

୧: ଅତ୍ୟନ୍ତ ଶୋଭନୀୟ —୧. Splendid; beautiful.

୨: ଉଜ୍ଜ୍ବଳ —୨. Brilliant.