କୃତଶ୍ରମ
ଦେଖଣା
କୃତଶ୍ରମ —
ଉଚ୍ଚାରଣ: Kṛutaṡrama
(କୃତଶ୍ରମା—ସ୍ତ୍ରୀ)
ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ଶ୍ରମ) —
୧: ଯେ କୌଣସି କାର୍ୟ୍ୟରେ ବିଶେଷ ପରିଶ୍ରମ କରିଅଛି —୧. One who has devoted his energies and labours to the accomplishment of a work.
୨: ପରିଶ୍ରମୀ —୨. Laborious; pains-taking.