Jump to content

କୃତସଂଜ୍ଞ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତସଂଜ୍ଞ
ଉଚ୍ଚାରଣ: Kṛutasaṁjn̄a
(କୃତସଂଜ୍ଞା—ସ୍ତ୍ରୀ)

ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ସଂଜ୍ଞା) —

୧: ସଂଜ୍ଞା ବା ଚେତନାପ୍ରାପ୍ତ —୧. Restored to senses or consciousness.

୨: ପ୍ରତ୍ଯୁତ୍ପନ୍ନମତି — ୨. Having presence of mind.

୩: ନିଦରୁ ଉଠିଥିବା —୩. Aroused; awakend.

୪: ୟାହାକୁ କୌଣସି ସଂକେତ ବା ଚିହ୍ନ ଦିଆଯାଇ ଅଛି — ୪. One to whom a sign has been given. (M.W.)