Jump to content

କୃତସପତ୍ନିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତସପତ୍ନିକା
ଉଚ୍ଚାରଣ: Kṛutasapatnikā

ସଂ. ବିଣ. ସ୍ତ୍ରୀ. (ବହୁବ୍ରୀହି; କୃତ+ସପତ୍ନୀ+କ+ଆ) —

ଯେଉଁ ସ୍ତ୍ରୀର ସ୍ବାମୀ ଅନ୍ୟ ସ୍ତ୍ରୀ ବିବାହ କରିଅଛି — (a woman) Whose husband has taken another wife; superseded (Wife).