Jump to content

କୃତହସ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତହସ୍ତ
ଉଚ୍ଚାରଣ: Kṛutahasta
(କୃତହସ୍ତା—ସ୍ତ୍ରୀ)

(କୃତହସ୍ତତା—ବି)

ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ହସ୍ତ) —

୧: ଶରକ୍ଷେରଣରେ ସିଦ୍ଧହସ୍ତ — ୧. Dexterous or adept in archery.

୨: ନିପୁଣ; କ୍ଷିପ୍ରହସ୍ତ — ୨. Expert; skilful.

୩: ଚତୁର —୩. Clever.

୪: କାର୍ୟ୍ୟଦକ୍ଷ; ପାରଙ୍ଗମ —୪. Competent.

୫: ଧନୁର୍ବିଦ୍ୟାରେ ପାରଙ୍ଗମ —୫. Versed in archery.