Jump to content

କୃତହା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତହା
ଉଚ୍ଚାରଣ: Kṛutahā

ସଂ. ବିଣ. (କୃତ+ହନ ଧାତୁ+କ୍ବିପ୍) —

କୃତଘ୍ନ — Ungrateful.

କର୍ମବ୍ୟଙ୍ଗ କୃତହା ପୁରୁଷ ପରାଯେ ସେ ଅଶନି ହେଲା ହେ ଜାଣ ନକରାଯେ କୃଷ୍ଣସିଂହ ମହାଭାରତ ଦ୍ରୋଣ