Jump to content

କୃତାକୃତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତାକୃତ
ଉଚ୍ଚାରଣ: Kṛutākṛuta

ସଂ. ବି. (ଦ୍ବନ୍ଦ; କୃତ+ ଅକୃତ) —

୧: କାର୍ୟ୍ୟାକାର୍ୟ୍ୟ; ଭଲ ଓ ମନ୍ଦ କର୍ମମାନ — ୧. Actions good and bad.

୨: ସମ୍ପନ୍ନ ଓ ଅସମ୍ପନ୍ନ କାର୍ୟ୍ୟମାନ — ୨. Actions done and those not done.

ସଂ. ବିଣ —

୧: କରାଯାଇଥିବା ଓ କରାଯାଇ ନ ଥିବା — ୧. Done and not done.

୨: ସମ୍ପନ୍ନ ଓ ଅସମ୍ପନ୍ନ — ୨. Completed and not completed.

୩: ଅଂଶତଃ କୃତି କିନ୍ତୁ ଅସମାପ୍ତି — ୩. Done in part but not completed (M.W.)