Jump to content

କୃତାଞ୍ଜଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତାଞ୍ଜଳି
ଉଚ୍ଚାରଣ: Kṛutān̄jaḻi

ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ଅଞ୍ଜଳି) —

୧: ପ୍ରାର୍ଥନା କରିବା ନିମନ୍ତେ ଦୁଇ ହାତର ଆଞ୍ଜୁଳାକୁ ଜୋଡ଼ିଥିବା; ହାତ ଜୋଡ଼ିଥିବା; ଯୋଡ଼ାହାତ — ୧. With the hollowed palms joined together in an attitude of supplication, entreaty or begging; folding the palms in supplication.

୨: ସସଂଭ୍ରମ ହାତ ଯୋଡ଼ି ଠିଆ ହୋଇଥିବା — ୨. Standing in a reverent or respectful posture (M.W.)