Jump to content

କୃତାତିଥ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତାତିଥ୍ୟ
ଉଚ୍ଚାରଣ: Kṛutātithya
(କୃତାତିଥ୍ୟା—ସ୍ତ୍ରୀ)

ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ଆତିଥ୍ୟ) —

୧: ଯେ ଅତିଥିସତ୍କାର କରିଅଛି — ୧. One who has practised hospitality.

୨: ଯେ ଅନ୍ୟଠାରୁ ଅତିଥିସତ୍କାର ପାଇଅଛି — ୨. One who has received hospitality; regaled.