Jump to content

କୃତାନୁକର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତାନୁକର
ଉଚ୍ଚାରଣ: Kṛutānukara

ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ଅନୁକର) —

୧: ଅନ୍ୟର ଅନୁକରଣକାରୀ — ୧. Imitating another.

୨: ବଂଶ; ବଶମ୍ବଦ —୨. Subservient.