କୃତାନ୍ତକୃତ୍
ଦେଖଣା
କୃତାନ୍ତକୃତ୍ —
ଉଚ୍ଚାରଣ: Kṛutāntakṛut
ସଂ. ବି. ପୁଂ (କୃତାନ୍ତ+କୃ ଧାତୁ+କ୍ବିପ୍; ୟମର ଅର୍ଥାତ୍ ମୃତ୍ଯୁର ସୃଷ୍ଟିକର୍ତ୍ତା) —
ଭଗବାନ୍; ବିଷ୍ଣୁ — God; Bishṇu.
କୃତାନ୍ତକୃତ୍ —
ଉଚ୍ଚାରଣ: Kṛutāntakṛut
ସଂ. ବି. ପୁଂ (କୃତାନ୍ତ+କୃ ଧାତୁ+କ୍ବିପ୍; ୟମର ଅର୍ଥାତ୍ ମୃତ୍ଯୁର ସୃଷ୍ଟିକର୍ତ୍ତା) —
ଭଗବାନ୍; ବିଷ୍ଣୁ — God; Bishṇu.