କୃତାବଧାନ
ଦେଖଣା
କୃତାବଧାନ —
ଉଚ୍ଚାରଣ: Kṛutābadhāna
ସଂ. ବିଣ. (ବହୁବ୍ରୀହି; କୃତ+ ଅବଧାନ) —
୧: ଯେ ମନୋଯୋଗ ଦେଇଅଛି; ମନୋଯୋଗୀ —୧. Attentive.
୨: ସୟତ୍ନ; ୟତ୍ନବାନ୍ —୨. Careful.
କୃତାବଧାନ —
ଉଚ୍ଚାରଣ: Kṛutābadhāna
ସଂ. ବିଣ. (ବହୁବ୍ରୀହି; କୃତ+ ଅବଧାନ) —
୧: ଯେ ମନୋଯୋଗ ଦେଇଅଛି; ମନୋଯୋଗୀ —୧. Attentive.
୨: ସୟତ୍ନ; ୟତ୍ନବାନ୍ —୨. Careful.