Jump to content

କୃତାବଧି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତାବଧି
ଉଚ୍ଚାରଣ: Kṛutābadhi

ସଂ. ବିଣ. (ବହୁବ୍ରୀହି; କୃତ+ଅବଧି)—ପୂର୍ବରୁ ସ୍ଥିରୀକୃତ —

୧: ନିର୍ଦ୍ଧାରିତ — ୧. Fixed; appointed.

୨: ସସୀମ; ସୀମାବିଶିଷ୍ଟ — ୨. Bounded; limited.