କୃତାର୍ଥ
ଦେଖଣା
କୃତାର୍ଥ —
ଉଚ୍ଚାରଣ: Kṛutārtha
(କୃତାର୍ଥା—ସ୍ତ୍ରୀ)
ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ଅର୍ଥ=ପ୍ରଯୋଜନ) —
୧: ଚତୁର —୧. Clever.
୨: କୃତକାର୍ୟ୍ୟ; ଚରିତାର୍ଥ — ୨. Having gained one's object; successful.
୩: କାର୍ୟ୍ୟସିଦ୍ଧିଯୋଗୁଁ ସନ୍ତୁଷ୍ଟ —୩. Satisfied; gratified at success; contented.