କୃତାର୍ଥଂମନ୍ଯ
ଦେଖଣା
କୃତାର୍ଥଂମନ୍ୟ —
ଉଚ୍ଚାରଣ: Kṛutārthaṁmanya
(କୃତାର୍ଥଂମନ୍ୟା—ସ୍ତ୍ରୀ)
ସଂ. ବିଣ. ପୁଂ (କୃତାର୍ଥଂ+ମନ୍ ଧାତୁ+କର୍ତ୍ତୃ ୟ) —
ଆପଣା କାର୍ଯ୍ୟ ସିଦ୍ଧ ହୋଇଅଛି ବୋଲି ଯେ ଆନନ୍ଦିତ ହୁଏ — Feeling one's self gratified at one's sucess.