କୃତି
ଦେଖଣା
କୃତି —
ଉଚ୍ଚାରଣ: Kṛuti
ସଂ. ବି. ସ୍ତ୍ରୀ. (କୃ ଧାତୁ+ଭାବ. ତି) —
୧: କରଣ; କରିବା — ୧. Doing; achievement.
ଶଇଲେ ସାଗର ସେତୁ କୃତି ଭଞ୍ଜ ବୈଦେହୀଶବିଳାସ
୨: ରଚନ — ୨. Performence; composition; construction.
୩: କାର୍ଯ୍ୟ —୩. Act; work.
୪: ୟତ୍ନ —୪. Effort; endeavour.
୫: ଚେଷ୍ଟା —୫. Care.