କୃତିଆ
ଦେଖଣା
କୃତିଆ —
ଉଚ୍ଚାରଣ: Kṛutiā
ଦେ. ବି. (ସଂ. କୃତ୍ୟା) —
ଦାନବମାନଙ୍କୁ ହୋମରୁ ବାହାରିଥିବା ପୁରୁଷ — A person said to have come out of the sacrificial fire of the demons.
ଯେ କର୍ମ ସିଦ୍ଧି ଅନ୍ତେ ବାହାରି କୃତିଆ ଦେଖାଇଲା ବିସ୍ତାର କରିଣ ତା କାୟା କୃଷ୍ଣସିଂହ. ମହାଭାରତ. ବନ