Jump to content

କୃତିସାଧ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତିସାଧ୍ୟ
ଉଚ୍ଚାରଣ: Kṛutisādhya

ସଂ. ବିଣ. (୩: ୟା ତତ୍; କୃତି+ସାଧ୍ୟ) —

ଚେଷ୍ଟାଦ୍ବାରା ସାଧିତ ହେବାର ଯୋଗ୍ୟ —Capable of being achieved with one's efforts; lying within one's power.