କୃତୋଦକ
ଦେଖଣା
କୃତୋଦକ —
ଉଚ୍ଚାରଣ: Kṛutodaka
(କୃତୋଦକା—ସ୍ତ୍ରୀ)
ସଂ. ବିଣ. ଫୁ. (ବହୁବ୍ରାହୀ; କୃତ+ଉଦକ) —
୧: ଯେ ସ୍ନାନ କରିଅଛି — ୧. Having done the daily ablutions; bathed.
୨: ଯେ ଜଳତର୍ପଣ ସାରିଅଛି — ୨. Having done the offerings of water to the manes.