Jump to content

କୃତୋପକାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତୋପକାର
ଉଚ୍ଚାରଣ: Kṛutopakāra

ସଂ. ବିଣ. ଫୁ. (ବହୁବ୍ରାହି; କୃତ+ଉପକାର) —

୧: ଅନ୍ୟଦ୍ବାରା ଉପକୃତ; ଅନୁଗୃହୀତ — ୧. Benefitted; favoured.

୨: ଅନୁକୂଳ; ଅନୁଗ୍ରହକାରୀ; ଉପକାରୀ — ୨. Favouring; friendly; one who has rendered some good turn to another.