Jump to content

କୃତୋପଭୋଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତୋପଭୋଗ
ଉଚ୍ଚାରଣ: Kṛutopabhoga

ସଂ. ବିଣ. ଫୁ. (ବହୁବ୍ରାହି; କୃତ+ଉପଭୋଗ) —

ଉପଭୂକ୍ତ; ୟାହାକୁ ଉପଭୋଗ କରାଯାଇଅଛି — Enjoyed; used.