କୃତ୍ତ
ଦେଖଣା
କୃତ୍ତ —
ଉଚ୍ଚାରଣ: Kṛutta
ସଂ. ବିଣ. (କୃତ ଧାତୁ=କର୍ତ୍ତନ କରିବା ଇତ୍ୟାଦି+କର୍ମ. ତ) —
୧: ଛିନ୍ନ; ଚିରା ଯାଇଥିବା —୧. Torne.
୨: କର୍ତ୍ତିତ; କଟା ଯାଇଥିବା —୨. Cut.
୩: ବିଭକ୍ତ —୩. Divided.
୪: ଇପ୍ସିତ; ଅଭିପ୍ରେତ — ୪. Intended; desired.
୫: ବେଷ୍ଟିତ —୫. Sorrounded.
୬: ଅନ୍ବେଷିତ —୬. Sought after.