Jump to content

କୃତ୍ତିବାସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତ୍ତିବାସ
ଉଚ୍ଚାରଣ: Kṛuttibāsa

ସଂ. ବି. (ବହୁବ୍ରାହି; କୃତ୍ତି=ବ୍ୟାଘ୍ରଚର୍ମ+ବାସ=ବସ୍ତ୍ର; ବ୍ୟାଘ୍ରଚର୍ମଧାରୀ) —

ମହାଦେବ — A name of Ṡiba.

ଦେ. ବି. (ନାମ) —

୧: ବଙ୍ଗ ଭାଷାରେ ପଦ୍ୟରାମାୟଣର ପ୍ରଣେତା —୧. The author of a Bengali Rāmāyaṇa in verse.

୨: ପୁରୁଷଙ୍କୁ ଦିଆଯିବା ନାମ — ୨. A name given to males.