କୃତ୍ନୁ
ଦେଖଣା
କୃତ୍ନୁ —
ଉଚ୍ଚାରଣ: Kṛutnu
ସଂ. ବିଣ. (କୃ ଧାତୁ+କର୍ତ୍ତୃ. ତ୍ନୁ) —
୧: କର୍ମଠ; କୁଶଳ; କର୍ମପଟୁ —୧. Skilful.
୨: ଚତୁର —୨. Clever.
୩: ପାରଙ୍ଗମ —୩. Capable; able.
ସଂ. ବି —
ଶିଳ୍ପୀ; କାରୀଗର — Machanic; artist.
କୃତ୍ନୁ —
ଉଚ୍ଚାରଣ: Kṛutnu
ସଂ. ବିଣ. (କୃ ଧାତୁ+କର୍ତ୍ତୃ. ତ୍ନୁ) —
୧: କର୍ମଠ; କୁଶଳ; କର୍ମପଟୁ —୧. Skilful.
୨: ଚତୁର —୨. Clever.
୩: ପାରଙ୍ଗମ —୩. Capable; able.
ସଂ. ବି —
ଶିଳ୍ପୀ; କାରୀଗର — Machanic; artist.