Jump to content

କୃତ୍ଯା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତ୍ୟା
ଉଚ୍ଚାରଣ: Kṛutyā

ସଂ. ବି. ସ୍ତ୍ରୀ. (କୃତ୍ୟ+ଆ) —

୧: କ୍ରିୟା; କାର୍ଯ୍ୟ —୧. Act; action.

୨: ସ୍ତମ୍ଭନ, ମାରଣ, ବଶାକରଣ ଆଦି ଆଭିଚାରିକ ବ୍ୟାପାର; ପରର ଅନିଷ୍ଟ କରିବା ଉଦ୍ଦେଶ୍ୟରେ ତାନ୍ତ୍ରିକ ପ୍ରଯୋଗ — ୨. Employment of black magical spells; charm employed for some malevolent purpose.

୩: ଦେବତା —୩. Presiding Deity; Goddess.

୪: ଅଭିଚାରାର୍ଥେ ଯେଉଁ ଦେବତାଙ୍କୁ ବଳି ଦିଆଯାଏ — ୪. A female Deity to whom sacrifices are made while employing charms.

ଏହି ରୂପେ ରସ କୃତ୍ୟା ଧରି ମହା ରୂପ କୃଷ୍ଣସିଂହ.ମହାଭାରତ .ବନ