କୃତ୍ଯାପୁରୁଷ
ଦେଖଣା
କୃତ୍ୟାପୁରୁଷ —
ଉଚ୍ଚାରଣ: Kṛutyāpurusha
ଦେ. ବି. —
ଅଭିଚାରାର୍ଥେ ଯେଉଁ ଦେବଙ୍କୁ ବଳି ଆଦି ଦିଆଯାଏ —A Deity to whom sacrifices are made for employing charms.
ପୁଣି ମନ୍ତ୍ରେ ହୋମ କରି କୃତ୍ୟା ପୁରୁଷ ମଦ ନାମେ ଜାତ କଲେ ସେ ଋଷ ଈଷ କୃଷ୍ଣସିଂହ. ମହାଭାରତ. ବନ