Jump to content

କୃତ୍ଯ ଚଳିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତ୍ୟ ଚଳିବା
ଉଚ୍ଚାରଣ: Kṛutya chaḻibā

ଦେ. ବି. —

ସାଂସାରିକ କାର୍ଯ୍ୟ ଚଳିଯିବା — The going on of worldly affairs.

(ଯଥା—ଯେନକେନ ପ୍ରକାରେ ମୋ କୃତ୍ୟ ଚଳୁଛି)