Jump to content

କୃତ୍ରିମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତ୍ରିମ
ଉଚ୍ଚାରଣ: Kṛutrima

ସଂ. ବିଣ. (କୃ ଧାତୁ+କର୍ମ. ତ୍ରିମ) —

୧: ଅପ୍ରାକୃତିକ; ମନୁଷ୍ୟଦ୍ବାରା ରଚିତ — ୧. Unnatural; artificial; man-made; manufactured.

୨: କାଳ୍ପନିକ; କଳ୍ପିତ; ମନଗଢ଼ା — ୨. Fabricated; fictitious.

୩: ଅଯଥାର୍ଥ —୩. Unreal; unsubstantial.

୪: ପୋଷ୍ୟ (ସନ୍ତାନ); ଦତ୍ତକ (ପୁତ୍ର) — ୪. Adopted. (son).

୫: ଭେଲ; ଅବିଶୁଦ୍ଧ —୫. Not genuine.

୬: ନକଲ —୬. Imitated.

୭: ବାହ୍ୟ —୭. External; affected.

୮: ଜାଲ୍; ଫରେବ୍ — ୮. Forged; got up; fabricated.

ଦେ. ବି. —

୧: ଅନ୍ୟର ଅନିଷ୍ଟଚିନ୍ତା; ଷଡ଼ୟନ୍ତ୍ର — ୧. Plans to injure others; plot.

୨: ଜାଲ୍ —୨. Forgery.

୩: ମିଥ୍ୟା ମକଦ୍ଦମା — ୩. Got up or fabricated case.