Jump to content

କୃତ୍ରିମଧୂପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତ୍ରିମଧୂପ
ଉଚ୍ଚାରଣ: Kṛutrimadhūpa

ସଂ. ବି. (କର୍ମାଧା; କୃତ୍ରିମ+ଧୂପ) —

୧: ଧୂପ — ୧. Incense.

୨: ଗୁଗ୍ଗୁଳ — ୨. Olibanum; benzoin.

୩: ଲବଣବିଶେଷ — ୩. A kind of salt; manufactured salt.