କୃତ୍ରିମପୁତ୍ର
ଦେଖଣା
କୃତ୍ରିମପୁତ୍ର —
ଉଚ୍ଚାରଣ: Kṛutrimaputra
ସଂ. ବି. (କର୍ମାଧା; କୃତ୍ରିମ+ପୁତ୍ର) —
ପୋଷ୍ୟପୁତ୍ର — Adopted son.
[ଦ୍ର—ହୁନ୍ଦୁଶାସ୍ତ୍ରାନୁସାରେ ବାର ପ୍ରକାର ସନ୍ତାନ ମଧ୍ୟରୁ ଏ ଏକତମ ଯେଉଁ ବୟଃପ୍ରାୟ ପୁତ୍ରକୁ ପିତାମାତାଙ୍କର ବିନା ଅନୁ— ମତିରେ ଅନ୍ୟ ଲୋକ ପୁଅ କରି ପାଳେ ତାହାକୁ କୃତ୍ରିମପୁତ୍ର କହନ୍ତି]