ଶବ୍ଦାର୍ଥ:
କୃତ୍ରିମପୁତ୍ରକ — ଉଚ୍ଚାରଣ: Kṛutrimaputraka
ସଂ. ବି (କର୍ମଧା; କୃତ୍ରିମ+ବନ) —
ପିତୁଳା; କଣ୍ଢେଇ — Puppet; doll.