କୃତ୍ରିମୀ
ଦେଖଣା
କୃତ୍ରିମୀ —
ଉଚ୍ଚାରଣ: Kṛutrimī
ଦେ. ବିଣ. —
୧: ପରର ଅନିଷ୍ଟ ଚିନ୍ତା କରିବା ବ୍ୟକ୍ତି — ୧. Habitually thinking evil of others.
୨: ଯେ ଜାଲ୍ କରେ —୨. Forgerer.
୩: ଯେ ମିଥ୍ୟା ମକଦମା ସୃଷ୍ଟି କରେ — ୩. One who fabricates false cases.