କୃତ୍ସ୍ନ
ଦେଖଣା
କୃତ୍ସ୍ନ —
ଉଚ୍ଚାରଣ: Kṛutsna
ସଂ. ବିଣ. (କୃତ୍ ଧାତୁ=ବେଷ୍ଟନ କିରାବା+କର୍ତ୍ତୃ. ସ୍ନ) —
୧: ସମୁଦାୟ — ୧. Whole; entire; complete.
୨: ସକଳ —୨. All.
ସଂ. ବି —
୧: ସମୁଦାୟ —୧. The whole; all.
୨: ପିଚା —୨. Hip.
୩: ଜଳ —୩. Water.
୪: କଡ଼; ପାର୍ଶ୍ବ —୪. Flank.
୫: ପେ଼ଟ —୫. The belly.