Jump to content

କୃତ୍ସ୍ନବିତ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତ୍ସ୍ନବିତ୍
ଉଚ୍ଚାରଣ: Kṛutsnabit

ସଂ. ବିଣ. (କୃତ୍ସ୍ଲ+ବିଦ୍ ଧାତୁ+କର୍ତ୍ତୃ. କ୍ବିପ୍) —

ସର୍ବଜ୍ଞ — Omniscient; all-knowing.