Jump to content

କୃଦନ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଦନ୍ତ
ଉଚ୍ଚାରଣ: Kṛudanta

ସଂ. ବିଣ. (ବହୁବ୍ରାହି; କୃତ୍+ଅନ୍ତ) —

କୃତ୍ ପ୍ରତ୍ୟାୟାନ୍ତ (ଶଦ୍ଦ) —(words) Terminating in one of the suffixes tabya, anīya and j̄a.

ସଂ. ବି —

ଧାତୁରୁ ପ୍ରତ୍ୟୟଦ୍ବାରା ନିଷ୍ପନ୍ନ ପଦ — A detivative form of a root.