କୃନ୍ତନ
ଦେଖଣା
କୃନ୍ତନ —
ଉଚ୍ଚାରଣ: Kṛuntana
ସଂ. ବି. (କୃତ ଧାତୁ=ଛେଦନ କରିବା+ଭାବ. ଅନ) —
୧: ଛେଦନ —୧. Cutting.
୨: (+କର୍ତ୍ତୃ. ଅନ) ଛେଦକ —୨. Cutter.
୩: ଡ଼ାହାଣହାତ ଆଙ୍ଗୁଠିଦ୍ବାରା ସିତାର ବଜାଇବା ସମୟରେ ବାମହାତ ମଝିଆଙ୍ଗୁଠିଦ୍ବାରା ତାରକୁ ଚିପି ଧରି ଫେର୍ ଆଙ୍ଗୁଠିକୁ ଛାଡ଼ିଦେବା କର୍ମ — ୩. Repeated touching of the metal string of the guitar with the middle finger of the left hand while playng on it with the right hand.