Jump to content

କୃପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃପ
ଉଚ୍ଚାରଣ: Kṛupa

ସଂ. ବି. (ନାମ) —

ମହାଭାରତୋକ୍ତ ଅଶ୍ବତ୍ଥାମାନଙ୍କର ମାମୁଁ — (Mahābhārata) The maternal uncle of Aṣwatthāmā.

[ଦ୍ର—ଏ ଶରବ୍ବତ ଋଷିଙ୍କ ଔରସରେ ଜାନପଦୀ ଅପ୍ସରା ଗର୍ଭରୁ ଜାତ ଏ ଶରପ୍ରଯୋଗରେ ସିଦ୍ଧହସ୍ତ ଥିଲେ ଓ ରୁକ୍ଷେତ୍ର ଯୁଦ୍ଧରେ କୌରବ ପକ୍ଷରେ ଯୋଗ ଦେଇଥିଲେ ଏ ପାଣ୍ଡବ ଓ କୌରବ ମାନଙ୍କୁ ଧନୁର୍ବିଦ୍ୟା ଶିକ୍ଷା ଦେଇଥିଲେ ଏହାଙ୍କର ଭଉଣୀ କୃପୀ ଦ୍ରୋଣଙ୍କୁ ବିବାହ କରିଥିଲେ ଏହାଙ୍କର ମୃତ୍ଯୁ ନାହିଁ ଏ ଓ ଏହାଙ୍କ ଜାଁଆଳା ଭଉଣୀ କୃପୀ ଜନ୍ମିବା ବେଳେ ଶରବୁଦାରେ ପଡ଼ିଥିବାରୁ ରାଜା ଶାନ୍ତନୁ ନିରାଶ୍ରୟ ଶିଶୁଦ୍ବୟଙ୍କୁ ଦେଖି କୃପା ବହି ନିଜ ଘରକୁ ଘେନି ଗଲେ ଓ ସେଠାରେ ଲାଳନପାଳନ କରି ବଢ଼ାଇଲେ ଶାନ୍ତନୁଙ୍କ କୃପାଦ୍ବାରା ବର୍ଦ୍ଧିତ ହେବାରୁ ଏହାଙ୍କ ନାମ କୃପ ଓ ଭଉଣୀଙ୍କ ନାମ କୃପୀ ହେଲା]