Jump to content

କୃପା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃପା
ଉଚ୍ଚାରଣ: Kṛupā

ସଂ. ବି. ସ୍ତ୍ରୀ. (କୃପ୍ ଧାତୁ=ଦୟା କରିବା+ଭାବ ଅ+ସ୍ତ୍ରୀ. ଆ) —

୧: ଦୟା —୧. Pity; mercy; kindness.

୨: ଅନୁଗ୍ରହ —୨. Grace; clemency; favour.