Jump to content

କୃପାକଟାକ୍ଷ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃପାକଟାକ୍ଷ
ଉଚ୍ଚାରଣ: Kṛupākaṭāksha

ସଂ. ବି. (ମଧ୍ୟପଦଲୋପୀ; କୃପା+କଟାକ୍ଷ) —

୧: ଦୟାପୂର୍ଣ୍ଣ ଈଷତ୍ ଦୃଷ୍ଟି — ୧. A kind look; a glance of favour; a look with favour.

୨: ଦୟା; ଅନୁଗ୍ରହ —୨. Favour; kindness.