କୃପାଣ
ଦେଖଣା
କୃପାଣ —
ଉଚ୍ଚାରଣ: Kṛupāṇa
ସଂ. ବି. (କୃପ୍ ଧାତୁ=ପାରଗ ହେବା+କରଣ. ଅନ) —
୧: ଖଡ୍ଗ; ଖଣ୍ଡା —୧. Sword.
୨: ଛୋରା —୨. Dagger.
୩: ଛୁରି —୩. Knife.
୪: କତୁରୀ —୪. Scissors.
ଦେ. ବି —
ଶିଖମାନେ ଧାରଣ କରିବା ଖଡ଼୍ଗ; କିର୍ପାନ୍ — The Small sword or scimitar which every Sikh is enjoined to carry on his person.