Jump to content

କୃପାଣଦ୍ବିତୀଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃପାଣଦ୍ବିତୀୟ
ଉଚ୍ଚାରଣ: Kṛupāṇadwitīya

ଦେ. ବିଣ. ଫୁ. (ବହୁବ୍ରାହୀ; କୃପାଣ ଅଟେ ଦ୍ବିତୀୟ ୟାହାର)—ଆସି ୟାହାର ଏକମାତ୍ର ସଙ୍ଗୀ — (a person) Having the sword as his only companion; armed with a sword only.

କୃପାଣଦ୍ବିତୀୟ ପୃଥୁ ରକ୍ଷିଦଳ ଭେଦି ରାଧାନାଥ. ମହାୟାତ୍ରା